N Aa
Add to Library  

ପ୍ରେମର ସ୍ଥିତି ବିଶ୍ୱାସ ଓ ଆତ୍ମସମର୍ପଣରେ । ପତି-ପତ୍ନୀଙ୍କ ଶ୍ରଦ୍ଧା ଓ ଗଭୀର ଭାବର ମୂଳଭିତ୍ତି ସମର୍ପଣରେ । ସ୍ୱାର୍ଥୀପ୍ରେମ ଉତ୍କଟ ଓ ତା’ର ପରିଣାମ ଭୟଙ୍କର । ଯେଉଁଠି ପ୍ରେମ, ସେଇଠି ଅଧିକାର । ସାମ୍ପ୍ରତିକ ପୃଥିବୀରେ ପ୍ରେମର ଆକଳନ ହୁଏ ଅର୍ଥ ଓ ପ୍ରତିପତ୍ତିରେ । ଅଧିକାର ପଛରେ ରହିଥାଏ ନିଜପଣ । ଯେଉଁଠିଏହି ନିଜପଣ ବିଶ୍ୱାସ ହରାଏ, ସେଠାରେ ଜୀବନ ପରିଣତ ହୁଏ ଜିଂଘାସାରେ । ମୂଲିଆ ହରିଆ ଓ ଗଉରୀ ସମ୍ପର୍କରେ ପତି-ପତ୍ନୀ । ବିଚ୍ଛନ୍ଦ ଓ ହରିଆର ସମ୍ପର୍କ ମାଲିକ ଏବଂ ମୂଲିଆ । ହରିଆର ପତ୍ନୀ ସୁନ୍ଦର । ବିଚ୍ଛନ୍ଦ କାମୁକ । ମାଲିକ-ମୂଲିଆର ସମ୍ପର୍କ ନେଇ ହରିଆର ଘରକୁ ଯାଏ ବିଚ୍ଛନ୍ଦ; ଉଦ୍ଦେଶ୍ୟ କିନ୍ତୁ ସୁନ୍ଦରୀ ଗଉରୀର ସାନ୍ନିଧ୍ୟ । ଏହି ସମ୍ପର୍କକୁ ସନ୍ଦେହ କରୁଥିବା ହରିଆର ମା’ ପୁଅକୁ ପରୋକ୍ଷରେ ସେହି କଥା କହିବାସତ୍ତ୍ୱେ ପତ୍ନୀକୁ ଭଲପାଉଥିବା ହରିଆ ତାହା ବିଶ୍ୱାସ କରେ ନାହିଁ । ସେ ଦିନ ଲଳିତାକଟା ପାଖରେ ଅନ୍ୟାନ୍ୟ ମୂଲିଆଙ୍କ ମଧ୍ୟରେ ବିଚ୍ଛନ୍ଦ ଓ ଗଉରୀର ସମ୍ପର୍କକୁ ନେଇ ଚର୍ଚ୍ଚା ହରିଆ ଶୁଣେ । ମାତ୍ର ତାର ପ୍ରତ୍ୟୟ ଆସେ ନାହିଁ । କିନ୍ତୁ ସେଦିନ ଲଳିତା ଜମି ସମୀପବର୍ତ୍ତୀ ଆମ୍ବଗଛମୂଳେ ନିଜ ପତ୍ନୀ ଏବଂ ମାଲିକ ବିଚ୍ଛନ୍ଦର ଘନିଷ୍ଠତା ଦେଖି ହରିଆ କଟୁରୀ ହସ୍ତରେ ପହଞ୍ଚେ ସେମାନଙ୍କ ନିକଟରେ । ସେଠାରେ ହରିଆର ପ୍ରତିକ୍ରିୟା ନିଜ ପତ୍ନୀ ଓ ମାଲିକଙ୍କ ପ୍ରତି କିପରି ଥିଲା ଏବଂ ପରିଣତି କେଉଁ ପରି ରୂପ ନେଇଥିଲା ଜାଣିବାକୁ ହେଲେ ଶୁଣନ୍ତୁ ଲକ୍ଷ୍ମୀକାନ୍ତଙ୍କରଏହି ଚମତ୍କାର ଗଳ୍ପ ‘ଅଧିକାର’କୁ ।

21 responses to “Adhikar”

  1. drjajna says:

    Good story

    (5/5)
  2. Baiba says:

    very nice

    (4/5)
  3. Dhriti sundar panda says:

    I like the story very much

    (5/5)
  4. Shreyashree Jena says:
    (5/5)
  5. 7377537158 says:

    nice story

    (5/5)
  6. shwetapadmathejena@gmail.com says:
    (5/5)
  7. Animesh Das says:

    GOOD STORY

    (5/5)
  8. Rajdeep.Jena says:

    Good story

    (3/5)
  9. Harapriya Sahoo. says:
    (5/5)
  10. Vinkal Bhaktesh Bhanketyam Ranbhai says:

    Nice story

    (5/5)
  11. 6370522907 says:
    (3/5)
  12. 6370522907 says:
    (3/5)
  13. 6370522907 says:
    (5/5)
  14. Prangya Priyadarshini Mohanty says:

    𝑵𝒊𝒄𝒆 𝑺𝒕𝒐𝒓𝒚……🙂

    (5/5)
  15. Sai Sanjibani Bal says:

    good

    (5/5)
  16. Sai Sanjibani Bal says:

    good

    (5/5)
  17. Parameswar muduli says:

    very bad😃😁🥰😦😛😋

    (4/5)
  18. Sumitra Dangil says:

    Very nice story..

    (5/5)

Comments