N Aa
Add to Library  

ସଂସାରରେ ପ୍ରେମ ହିଁ ଶ୍ରେଷ୍ଠନିଧି । ପ୍ରେମ ପରିପ୍ଲୁତଜୀବନ ମଣିଷକୁ ପରିଣତ କରେ ମାଧବରେ । ପୃଥିବୀର ପ୍ରତ୍ୟେକ ଜୀବ ପ୍ରେମଡୋରିରେ ବନ୍ଧା ।ସେହି ଡୋରିରେ ବନ୍ଧା ଥିଲେ ଶଙ୍ଖାରିବୁଢ଼ାଏବଂ ସଦ୍ୟ ବିବାହିତା ବୋହୂ ସାଆନ୍ତାଣୀ । ଶଙ୍ଖାରି ବୁଢ଼ା ବୋହୂ ନିକଟରେ ପ୍ରେମରେ ଯେମିତି ପୁଅ ପାଲଟିଗଲା । ଶଙ୍ଖା ପସରାମେଲି ଦେଲା ବୋହୂ ସାମ୍ନାରେ । ବୋହୂ ସାଆନ୍ତାଣି ଇଚ୍ଛା ଆସମାନତାରା ଶଙ୍ଖା । ବିଚରା ଶ୍ରଦ୍ଧାରେ ବନ୍ଧା ପଡ଼ିପଡିଥିବା ଶଙ୍ଖାରି ନିକଟରେ ସେ ଶଙ୍ଖା କାହିଁ ? କିନ୍ତୁ ପୁଅ ହେଇଯାଇଥିବା ମା’ର ଅଭିଳାଷକୁ ଅପୂରଣ ରଖିବ କିପରି ? ସେଦିନ ବୋହୂର କୋମଳ ହାତରେ ଶଙ୍ଖା ପିନ୍ଧାଇବା ବେଳେ ତା’ର ଇଚ୍ଛା ହେଉଥିଲା, ସବୁଦିନେ ଏଇ ହାତରେ ଶଙ୍ଖା ପିନ୍ଧାନ୍ତାକି ? ସେଦିନ ଯେତେ କହିବାସତ୍ତ୍ୱେ ଶଙ୍ଖାର ଦାମ୍ ନ ନେଇ ଫେରି ଯାଇଥିଲା ଶଙ୍ଖାରିବୁଢ଼ା । ବୋହୂଟିକୁ ଦେଖିବାର ଲୋଭ ପାଇଁ ବାରମ୍ବାର ସେ ଆସେ, ଆଉ ବୋହୂକୁ ଦେଖି ତାର ଏକଲା ଜୀବନ ଭରପୂର ଆନନ୍ଦ ପାଇଯାଏ । ଭୀଷଣ ଅସୁସ୍ଥତା ବଶତଃ ଦୀର୍ଘ ଦୁଇମାସ ଆସିପାରେନି ଶଙ୍ଖା ବିକି; ଏହି ଦୁଇମାସରେ ବୋହୂର ଚିତ୍ର ପ୍ରତିମାଟି ପ୍ରତିମୁହୂର୍ତ୍ତରେ ଆସମାନତାରା ଶଙ୍ଖାକୁ ସ୍ମରଣ କରାଇ ଦେଉଥାଏ । ସାମାନ୍ୟ ସୁସ୍ଥ ହେବା ପରେ ନିଜର ଷାଠିଏ ବର୍ଷର କାରିଗରୀ ମନ ନେଇ ତିଆରି କରେ ଆସମାନତାରା ଶଙ୍ଖା । ପହିଲି ରଜ ଦିନ ଦୁର୍ବଳ ଶରୀର ନେଇ ବୋହୂମା’ ପାଖରେ ପହଞ୍ଚେ ତା କୋମଳ ହାତରେ ପିନ୍ଧାଇ ଦେବାକୁ ଆସମାନତାରା ଶଙ୍ଖା । ଶଙ୍ଖାରି ବୁଢ଼ା ସେଠାରେ ପହଞ୍ଚି କ’ଣ ଦେଖେ? ବୋହୂ ସାଆନ୍ତାଣୀଙ୍କ ହାତରେ ତାର ଦୀର୍ଘଦିନର ଶ୍ରଦ୍ଧାର ପରିଶ୍ରମର ଫଳ ଆସମାନତାରା ଶଙ୍ଖା କ’ଣ ପିନ୍ଧେଇ ପାରେ କି ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଶୁଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତ ବିରଚିତ ‘ବୁଢ଼ାଶଙ୍ଖାରି’ ଗଳ୍ପ ।

35 responses to “Budha Sankhari”

  1. Smita says:

    ଖୁବ ସୁନ୍ଦର!!

    (5/5)
  2. Sibu says:

    ଆଜି ‘ବୁଢାଶଙ୍ଖାରି’ ଶୁଣିଲି। ଚରିତ୍ରମାନଙ୍କର କଣ୍ଠ ତଥା ଆବହ ଶବ୍ଦରୂପ ସୁନ୍ଦର ଭାବରେ ଉପସ୍ଥାପିତ। ଶୁଭେଚ୍ଛା।

    (5/5)
  3. debasish says:

    ଗପଟି ବହୁତ ସୁନ୍ଦର । ଏହାକୁ ଆହୁତି ମଧୁର ଏବଂ ସୁନ୍ଦର କରୁଛି ଏହାର ମଧୁର ଉପସ୍ଥାପନା

    (1/5)
  4. Dhriti sundar panda says:
    (5/5)
  5. Shreyashree Jena says:
    (5/5)
  6. sushree sangita Lenka says:
    (1/5)
  7. sushree sangita Lenka says:
    (5/5)
  8. sushree sangita Lenka says:
    (1/5)
  9. shwetapadmathejena@gmail.com says:
    (5/5)
  10. Nitish panda says:

    thanks

    (5/5)
  11. 6370522907 says:
    (4/5)
  12. M.R Gladish says:

    Very nice 👍👍👍

    (5/5)
  13. Prangya Priyadarshini Mohanty says:

    𝐕𝐞𝐫𝐲 𝐍𝐢𝐜𝐞 𝐒𝐭𝐨𝐫𝐲 👍👍

    (5/5)
  14. Sunyasakta Pattanaik says:

    Very nice 🙂

    (1/5)
  15. Subham@2008 says:

    good

    (5/5)
  16. Subham@2008 says:

    good

    (5/5)
  17. Subham@2008 says:

    good very good

    (4/5)
  18. Subham@2008 says:

    good very good

    (4/5)
  19. Subham@2008 says:

    very sad 😢😭😭😭😭 and imosanl

    (4/5)
  20. Sai Sanjibani Bal says:

    good story.

    (4/5)
  21. Sai Sanjibani Bal says:
    (4/5)
  22. 7608883762 says:

    it is a very beautiful story this story imosnal all people ❤♥💜💙💖

    (4/5)
  23. 7608883762 says:

    7846824746

    (4/5)
  24. Twinkle Piroi says:

    Amazing story l love it .

    (4/5)
  25. BUDHADEBA says:

    ମୁଁ ବିନ୍ଧାଣିମା ନୋଡାଲ ହାଇ ସ୍କୁଲ ଛାତ୍ର ଅଟେ ।
    reciteworld ସଦସ୍ୟ ମାନଙ୍କୁ ଧନ୍ୟବାଦ୍ 🙏

    (5/5)

Comments