N Aa
Add to Library

ଓଡ଼ିଆ ସାହତ୍ୟରେ କବିମାନଙ୍କ ମହତ୍ତ୍ଵ ଅତି ଗୁରୁତ୍ୱପୂର୍ଣ୍ଣ । ଏହାକୁ ସ୍ଵୀକାରକରି reciteworld ଆରମ୍ଭ କରୁଛି ଏହାର ନୂତନ ବିଭାଗ “କବି ଓ କବିତା” । ଏଥିରେ ପ୍ରସ୍ତୁତ କରାଯାଇଛି କବିଙ୍କ ଜୀବନୀ, ପରିଚୟ ତତ୍ସହିତ ତାଙ୍କ ସୃଷ୍ଟ କବିତା ଏବଂ କବିତା ସମ୍ପର୍କରେ ପ୍ରାଥମିକ ବକ୍ତବ୍ୟ । ପ୍ରଥମ ପ୍ରସ୍ତୁତି ହେଉଛି କବି ଗଙ୍ଗାଧର ମେହେର । ଜାତୀୟ ଭାବନାଠାରୁ ଆରମ୍ଭକରି ଆଧ୍ୟତ୍ମିକତା ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କ କାବ୍ୟ-ଜଗତ । ଆସନ୍ତୁ ପବିତ୍ର ରାକ୍ଷୀପୂର୍ଣ୍ଣିମା ତଥା କବିଙ୍କ ଜନ୍ମଜୟନ୍ତୀରେ ଏହାକୁ ଶୁଣିବା ଓ ଅନ୍ୟମାନଙ୍କୁ ଶୁଣାଇବା

One response to “Gangadhar Meher”

  1. Jay Jagdev says:

    Beautifully rendered. So many facts were unknown to us. Keep up the good work.

    (5/5)

Comments