ଜନ୍ମ: ୨୯, ଜାନୁଆରୀ ୧୮୫୩ ।
ତିରୋଧାନ :୨୮ ଡିସେମ୍ବର ୧୯୧୨ ।
କାବ୍ୟକବିତା: ନିଶୀଥ ଚିନ୍ତା, ଶ୍ମଶାନ କବିତା, ଉତ୍କଳ ଦର୍ପଣ ପତ୍ରିକା, କୁସୁମାଞ୍ଜଳି, ବସନ୍ତଗାଥା, ଉତ୍କଳଗାଥା, ସଙ୍ଗୀତମାଳା ଆଦି କବିତା ଗ୍ରନ୍ଥ; ‘ପ୍ରବନ୍ଧମାଳା’ ଗଦ୍ୟ ସଙ୍କଳନ ଓ ଅନ୍ୟାନ୍ୟ ପ୍ରକାଶିତ ପ୍ରବନ୍ଧ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ, ଶିଶୁବୋଧ, ବାଳବୋଧ ଆଦି ପାଠ୍ୟପୁସ୍ତକ; ବିଦ୍ୟାର୍ଥୀମାନଙ୍କ ବର୍ଣ୍ଣ ପରିଚୟ ତଥା ଭାଷାଶିକ୍ଷା ଉଦ୍ଦେଶ୍ୟରେ ରଚିତ ‘ବର୍ଣ୍ଣବୋଧ’; ଶିକ୍ଷକମାନଙ୍କ ଦିଗଦର୍ଶନ ଉଦ୍ଦେଶ୍ୟରେ ରଚିତ ‘ଅବଧାନ ବନ୍ଧୁ’, ‘ନିମ୍ନ ଶିକ୍ଷକ ସୁହୃଦ’, ‘ଉଚ୍ଚ ଶିକ୍ଷକ ସୁହୃଦ୍’ ...Read More
Who loves Odisha is an Odia. Madhusudan Rao proved it.