N Aa
Add to Library

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ କବିବର ରାଧାନାଥ ରାୟ ଏକ ମାଇଲସ୍ତମ୍ଭ | ଏହି ମହାନ୍ କାବ୍ୟସ୍ରଷ୍ଟାଙ୍କର ଜନ୍ମ ସେପ୍ଟେମ୍ବର ୨୮, ୧୮୪୮ ମସିହାରେ | ଆସନ୍ତୁ କବିଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କର ଜୀବନଯାତ୍ରା ଓ ବଛା ବଛା ସାରସ୍ଵତ ସୃଷ୍ଟି ସମ୍ପର୍କରେ ଶୁଣିବା ଓ ଅନ୍ୟମାନଙ୍କୁ ଶୁଣାଇବା |

One response to “Radhanath Ray”

  1. Malaybag123 says:

    Very nice voice and presentation

    (4/5)

Comments